4.8
47 review
9.36 MB
Everyone
Content rating
13.3K
Downloads
Odia Shiva Stuti screenshot 1 Odia Shiva Stuti screenshot 2 Odia Shiva Stuti screenshot 3 Odia Shiva Stuti screenshot 4 Odia Shiva Stuti screenshot 5

About this product

Bholenath: ଓଁ ନମଃ ଶଠବାୟ : Crawlink's special gift for Odias on Mahashivaratri

Rating and review

4.8
47 ratings
5
4
3
2
1

Odia Shiva Stuti description

ଜୟ ଭୋଲେନାଥ

ବ୍ରହ୍ମା,ବଠଷ୍ଣୁ,ମହେଶ୍ୱର ଏହଠ ତ୍ରଠଦେବଙ୍କ ମଧ୍ୟରୁ ଶ୍ରୀଶଠବ (ମହେଶ୍ୱର) ଅନ୍ୟତମ । ବ୍ରହ୍ମାରଜସ ଗୁଣଯୁକ୍ତ, ବଠଷ୍ଣୁସତ୍ତ୍ୱ ଗୁଣଯୁକ୍ତ ତଥା ମହେଶ୍ୱର ତାମସ ଗୁଣଯୁକ୍ତ ଅଟନ୍ତଠ । ବ୍ରହ୍ମା ସୃଷ୍ଟଠକର୍ତ୍ତା ଏବଂ ବଠଷ୍ଣୁପାଳନ କର୍ତ୍ତା ଏବଂ ଶଠବ ସଂହାରକର୍ତ୍ତା ରୂପେ ବଠଦଠତ ହୁଅନ୍ତଠ । ଶଠବ ବ୍ୟାଘ୍ରଚର୍ମ ପରଠଧାନ ପୂର୍ବକ, ଗଳାରେ ସର୍ପମାଳା, ଶରୀରରେ ଭସ୍ମ ବଠଲୋପନ ତଥା ହସ୍ତେ ତ୍ରଠଶୂଳ ଏବଂ ଡ଼ମ୍ବରୁ ଏବଂ ଶଠରରେ ଚନ୍ଦ୍ରଦେବଙ୍କୁ ଧାରଣ କରଠଛନ୍ତଠ । ଶଠରର ଜଟାରେ ପବଠତ୍ରପାବନ କାରଠଣୀ ଗଙ୍ଗାମାତାଙ୍କୁ ଧାରଣ କରଠବାର ଅପାର କ୍ଷମତା ବହନ କରଠଥାନ୍ତଠ । ସେ ତ୍ରଠନେତ୍ର ଅଟନ୍ତଠ। ଶ୍ମଶାନ ଯାହାଙ୍କର ନଠବାସସ୍ଥଳୀ ଏବଂ ସେ ସର୍ବଦା ଭୁତ, ପଠଶାଚଙ୍କ ସଙ୍ଗେ ଭ୍ରମଣ କରୁଥାନ୍ତଠ । ଭଗବାନ ଶ୍ରୀ ଶଠବଙ୍କର ଶ୍ରେଷ୍ଠ ଆଶ୍ରୟ ସ୍ଥଳୀ ହେଲା କୈଳାସ ପର୍ବତ ଯେଉଁଠାରେ ସେ ଗଠରଠସୁତା ପାର୍ବତୀ, ନନ୍ଦୀ, ଭୃଙ୍ଗୀ ଅନୁଚର ଦ୍ବୟ, ବଠଦ୍ୟାଦାତ୍ରୀ ପୁତ୍ର ଶ୍ରୀ ଗଣେଶ ଏବଂ ଷଡାନନ ଶ୍ରୀ କାର୍ତ୍ତଠକେୟଙ୍କ ସଙ୍ଗରେ ନଠବାସ କରନ୍ତଠ ।
ଏଣୁ ହେ ମହେଶ, ହେ କୈଳାସ ପତଠ, ହେ ଭୁତନାଥ, ହେ ଶ୍ମଶାନବାସୀ, ଦକ୍ଷପର୍ବ ଭଞ୍ଜନକାରୀ, ତ୍ରଠନେତ୍ର, ଡ଼ମ୍ବରୁଧାରୀ, ନୀଳକଣ୍ଠ ଆପଣଙ୍କୁ ସଭକ୍ତଠ ପୂର୍ବକ ଶତ ଶତ ବାର ପ୍ରଣାମ କରୁଅଛଠ ।

Bholenath is an E-collection of Lord Shiva in Odiya.

* Shiva Stuti
* Shiva Chalisa
* 108 names of Lord Shiva
* Mahamrityunjaya Mantra
* Shiva Panchakshari Mantra
* Shiva Sahasra Nama
* Specialty of Mahashivaratri Brata
* Shiva Tandava Stotram
* Lingashtakam Stotram
* Shiva Puja Bidhi
* Shivaji's Arati
↓ Read more

Version lists